20+ Environment Slogan in Odia

Environment Slogan in Odia

odia slogan on save trees, save tree save life slogan in odia, save tree slogan in odia, environment slogan in odia, slogan on environment in odia

୧. ଗଛ ଲଗାଅ ଦେଶ ବଞ୍ଚାଅ।

୨. ବୃକ୍ଷ କୁ ଯଦି କରିବା ରକ୍ଷା,

ତେବେ ହୋଇବ ଆମ ଜୀବନ ଆଛା।

Environment Slogan in Odia

୩. ବୃକ୍ଷ ହେଉଛି ଆମର ପ୍ରକୃତ ରକ୍ଷକ,

ତାହାକୁ କାଟି ଆମେ ନହେବା ଭକ୍ଷକ।

 

୪. ବୃକ୍ଷ ରୋପଣ ହେଉଛି ପ୍ରକୃତିର ମାନ।,

ଆସ ଗଛ ଲଗାଇ କରିବା ଏହାର ସମ୍ମାନ।

 

୫. ଗଛ ଲଗାଇବା,

ଜୀବନରେ ଆନନ୍ଦ ଭରିବା।

 

୬. ଗଛ ଲଗାଅ,

ପ୍ରକୃତି ବଞ୍ଚାଅ ।

 

୭. ଗଛ ହିଁ ଅଟେ ପ୍ରକୃତିର ପ୍ରାଣ,

ଏହାକୁ କାଟି ନକର ନିସ୍ ପ୍ରାଣ।

save tree slogan in odia

୮. ଯଦି ଗଛ ରହିବ ସୁରକ୍ଷିତ,

ତେବେ ଭଲ ହେବ ଆମ ଭବିଷ୍ୟତ।

 

୯. ଗଛ ଲଗାଅ, ଗଛ ବଞ୍ଚାଅ,

ଏ ଦୁନିଆକୁ ସୁନ୍ଦର ବନାଅ।

 

୧୦. ଗଛ ଲଗାଇବା, ଧରିତ୍ରୀ ମାକୁ ସୁରକ୍ଷା କରିବା।

୧୧. ଗୋଟିଏ ଗଛ, ଗୋଟିଏ ଜୀବନ।

 

୧୨. ଜାଗରଣ ସୃଷ୍ଟି କରିବା,

ଗଛ କାଟିବାରୁ ନିବୃତ୍ତ ରହିବା।

 

୧୩. ଯଦି ଆମେ ଗଛ ବଞ୍ଚାଇବା ,

ତେବେ ଆମେ ଭଲରେ ଶ୍ୱାସ କ୍ରିୟା କରିବା।

 

୧୪. ଗଛ ଲଗାଇବା,

ମୂର୍ତ୍ତିକା ସଂରକ୍ଷଣ କରିବା।

 

୧୫. ଯେଉଁଠାରେ ସବୁଜିମା,

ସେଠାରେ ନ ରୁହେ ଖୁସିର ସୀମା।

 

୧୬. ବୃକ୍ଷ ଆମର ପ୍ରକୃତ ବନ୍ଧୁ।

Related Content

Leave a Comment