ADVERTISEMENT

Kalia Re Tote Chahin Dele Lyrics

ADVERTISEMENT

Kalia Re Tote Chahin Dele Lyrics

kalia re tote chahin dele lyrics, kalia re tote chahin dele ringtone, kalia re tote chahin dele dj song download, kalia re mana boli lyrics. odia bhajan bara gachha ohala, dui dina manisha jibana, kalia re tote chahin dele lyrics. kalia re tote chahin dele dj song download, kalia re tote chahin dele lyrics in english, kalia re tote chahin dele odia bhajan download, kalia re tote chahin dele dj, kalia re tote chahin dele dj song.

ADVERTISEMENT

କାଳିଆ ରେ ତତେ ଚାହିଁ ଦେଲେ

କାଳିଆ ରେ ତତେ ଚାହିଁ ଦେଲେ ଚାହିଁ ଦେଲେ

ADVERTISEMENT

ପଦୁଅଁ ଫୁଟେ ଗଭା ରେ ମୋର

ADVERTISEMENT

ପଦୁଅଁ ଫୁଟେ ଗଭା ରେ ମୋର

କାଳିଆ ରେ ତତେ ଛୁଇଁ ଦେଲେ

କାଳିଆ ରେ ତତେ ଛୁଇଁ ଦେଲେ ଛୁଇଁ ଦେଲେ

ADVERTISEMENT

ଚନ୍ଦନ ଲାଗେ ସିନ୍ଥୀ ରେ ମୋର

ଚନ୍ଦନ ଲାଗେ ସିନ୍ଥୀ ରେ ମୋର

ଶ୍ରୀମନ୍ଦିର ଚାରିପାଖେ

ADVERTISEMENT

ଖୋଲିଚୁ ଚାରିଦୁଆର
ମୁଁ କଉ ବାଟେ ଯିବି କହ
କହିବାକୁ ଦୁଃଖ ମୋର

ତୋ ପାଦରେ ବିକିଛି ମୁଁ
ମନ ମୋର ପ୍ରାଣ ମୋର
କେହି କାଇଁ ବୁଝେ ନାହିଁ
ମୋର ଖୋଜା ହୁଏ ଶାଶୁଘର

କଳିଆରେ ତତେ ଭାବିଦେଲେ

ADVERTISEMENT

କଳିଆରେ ତତେ ଭାବିଦେଲେ ଭାବିଦେଲେ

ADVERTISEMENT

ଦୟାଣା ଝରେ ଶେଜରେ ମୋର

ADVERTISEMENT

ଦୟାଣା ଝରେ ଶେଜରେ ମୋର
ତୋ ଛଡା ଜୀବନରେ

ADVERTISEMENT

ପାଇନି ଭଲ କାହାକୁ
ପାଟଶାଢ଼ୀ ଶଙ୍ଖା ଚୁଡି
ପିନ୍ଧିବି କାଇଁ ନାଆଁକୁ

ଝିଅ ପରା ଝିଅ ନୁହଁ
ନ ବସିଲେ ସବରୀରେ
ମୁଁ କୋକେଇର ସବରୀରେ
ଯିବି ତୋ ସ୍ୱର୍ଗଦୁଆରେ

କଳିଆରେ ତତେ ଡାକିଦେଲେ

କଳିଆରେ ତତେ ଡାକିଦେଲେ ଡାକିଦେଲେ

ନିର୍ମାଲ୍ୟ ପଡେ ତୁଣ୍ଡରେ ମୋର

ନିର୍ମାଲ୍ୟ ପଡେ ତୁଣ୍ଡରେ ମୋର.

ADVERTISEMENT

Leave a Comment

ADVERTISEMENT