Kalia Re Tote Chahin Dele Lyrics

Kalia Re Tote Chahin Dele Lyrics

kalia re tote chahin dele lyrics, kalia re tote chahin dele ringtone, kalia re tote chahin dele dj song download, kalia re mana boli lyrics. odia bhajan bara gachha ohala, dui dina manisha jibana, kalia re tote chahin dele lyrics. kalia re tote chahin dele dj song download, kalia re tote chahin dele lyrics in english, kalia re tote chahin dele odia bhajan download, kalia re tote chahin dele dj, kalia re tote chahin dele dj song.

କାଳିଆ ରେ ତତେ ଚାହିଁ ଦେଲେ

କାଳିଆ ରେ ତତେ ଚାହିଁ ଦେଲେ ଚାହିଁ ଦେଲେ

ପଦୁଅଁ ଫୁଟେ ଗଭା ରେ ମୋର

ପଦୁଅଁ ଫୁଟେ ଗଭା ରେ ମୋର

କାଳିଆ ରେ ତତେ ଛୁଇଁ ଦେଲେ

କାଳିଆ ରେ ତତେ ଛୁଇଁ ଦେଲେ ଛୁଇଁ ଦେଲେ

ଚନ୍ଦନ ଲାଗେ ସିନ୍ଥୀ ରେ ମୋର

ଚନ୍ଦନ ଲାଗେ ସିନ୍ଥୀ ରେ ମୋର

ଶ୍ରୀମନ୍ଦିର ଚାରିପାଖେ

ଖୋଲିଚୁ ଚାରିଦୁଆର
ମୁଁ କଉ ବାଟେ ଯିବି କହ
କହିବାକୁ ଦୁଃଖ ମୋର

ତୋ ପାଦରେ ବିକିଛି ମୁଁ
ମନ ମୋର ପ୍ରାଣ ମୋର
କେହି କାଇଁ ବୁଝେ ନାହିଁ
ମୋର ଖୋଜା ହୁଏ ଶାଶୁଘର

କଳିଆରେ ତତେ ଭାବିଦେଲେ

କଳିଆରେ ତତେ ଭାବିଦେଲେ ଭାବିଦେଲେ

ଦୟାଣା ଝରେ ଶେଜରେ ମୋର

ଦୟାଣା ଝରେ ଶେଜରେ ମୋର
ତୋ ଛଡା ଜୀବନରେ

ପାଇନି ଭଲ କାହାକୁ
ପାଟଶାଢ଼ୀ ଶଙ୍ଖା ଚୁଡି
ପିନ୍ଧିବି କାଇଁ ନାଆଁକୁ

ଝିଅ ପରା ଝିଅ ନୁହଁ
ନ ବସିଲେ ସବରୀରେ
ମୁଁ କୋକେଇର ସବରୀରେ
ଯିବି ତୋ ସ୍ୱର୍ଗଦୁଆରେ

କଳିଆରେ ତତେ ଡାକିଦେଲେ

କଳିଆରେ ତତେ ଡାକିଦେଲେ ଡାକିଦେଲେ

ନିର୍ମାଲ୍ୟ ପଡେ ତୁଣ୍ଡରେ ମୋର

ନିର୍ମାଲ୍ୟ ପଡେ ତୁଣ୍ଡରେ ମୋର.

Leave a Comment

  • Slot Server | Slot Jackpot
  • https://www.autodrivecanada.com/togelonline
  • https://hmmember.com/
  • linkusdt 100000% linkusdt Buy linkusdt ATH 10$
  • https://concordbarandgrill.com/10-situs-poker-online-terpercaya
  • https://pg-slot-vip.mandala.biakkab.go.id/