Mo Paribar Odia Essay
Mo paribar odia essay, my family essay in odia language, odia essay for class 5, odia essay for class 4, ama paribesa odia rachana, odisha-mo parivar, odia essay for class 10, my family essay in odia pdf download, your family essay in odia, your family odia essay, odia essay on your family pdf download.

- ମୋ ପରିବାର ଏକ ଯୌଥ ପରିବାର ଅଟେ ।
- ମୋର ବାପା, ବୋଉ, ଭାଇ, ଦାଦା, ଖୁଡି, ଜେଜେମା, ଜେଜେବାପାଙ୍କୁ ନେଇ ଗଠିତ ।
- ଜେଜେବାପା ହେଉଛନ୍ତି ଆମ ପରିବାରର ମୁଖିଆ ।
- ତାଙ୍କର ଆଦେଶ ମାନିବା ହେଉଛି ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ।
- ଆମ ପରିବାର ଛୋଟ ହେଲେ ବି ସୁଖୀ ପରିବାର ।
- ବାର ମାସରେ ଆମେ ତେର ପରବ ଏକାଠି ମିଶି ପାଳନ କରିଥାଉ ।
- ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାରର ପିଠା ପଣା କରି ଖାଇଥାଉ ।
- ଆମ ପରିବାରର ସବୁଠାରୁ ବରିଷ୍ଠ ହେଉଛଣି ମୋର ଜେଜେ ଏବଂ ସର୍ବ କନିଷ୍ଠ ସଦସ୍ୟ ହେଉଛି ମୁଁ ।
- ସମସ୍ତେ ମତେ ଖୁବ୍ ଭଲ ପାନ୍ତି । ଗେଲ କରନ୍ତି ।
- ବାବା ଯେବେ କୌଣସି ଭଲ ଜିନିଷ ଆଣନ୍ତି ଆମ ଦୁଇ ଭାଇ ଭଉଣୀଙ୍କ ଭିତରେ ବାଣ୍ଟି ଦିଅନ୍ତି ।
Related Content
- Silpara Bikash Odia Essay
- Read All – Odia Essay
My Family Essay in Odia Language
- My family is a joint family.
- My father-in-law, brother-in-law, grandfather, aunt, cousin, great-grandfather.
- JJBapa is the head of our family.
- Obeying his orders is a must for everyone.
- Our family is a happy family, albeit small.
- In twelve months we celebrate thirteen festivals together.
- We eat different types of cakes at different festivals.
- The oldest member of our family is my JJ and I am the youngest member.
- Everyone loves me. Gail does.
- When Dad brings something good, he shares it with our two brothers and sisters.