10 Lines On Mo Paribar Odia Essay || Best My Family Essay in Odia Language

Spread the love

Mo Paribar Odia Essay

Mo paribar odia essay, my family essay in odia language, odia essay for class 5, odia essay for class 4, ama paribesa odia rachana, odisha-mo parivar, odia essay for class 10, my family essay in odia pdf download, your family essay in odia, your family odia essay, odia essay on your family pdf download.

Mo Paribar Odia Essay, My Family Essay in Odia
Mo Paribar Odia Essay
  1. ମୋ ପରିବାର ଏକ ଯୌଥ ପରିବାର ଅଟେ ।
  2. ମୋର ବାପା, ବୋଉ, ଭାଇ, ଦାଦା, ଖୁଡି, ଜେଜେମା, ଜେଜେବାପାଙ୍କୁ ନେଇ ଗଠିତ ।
  3. ଜେଜେବାପା ହେଉଛନ୍ତି ଆମ ପରିବାରର ମୁଖିଆ ।
  4. ତାଙ୍କର ଆଦେଶ ମାନିବା ହେଉଛି ସମସ୍ତଙ୍କ ପାଇଁ ବାଧ୍ୟତାମୂଳକ ।
  5. ଆମ ପରିବାର ଛୋଟ ହେଲେ ବି ସୁଖୀ ପରିବାର ।
  6. ବାର ମାସରେ ଆମେ ତେର ପରବ ଏକାଠି ମିଶି ପାଳନ କରିଥାଉ ।
  7. ବିଭିନ୍ନ ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାରର ପିଠା ପଣା କରି ଖାଇଥାଉ ।
  8. ଆମ ପରିବାରର ସବୁଠାରୁ ବରିଷ୍ଠ ହେଉଛଣି ମୋର ଜେଜେ ଏବଂ ସର୍ବ କନିଷ୍ଠ ସଦସ୍ୟ ହେଉଛି ମୁଁ ।
  9. ସମସ୍ତେ ମତେ ଖୁବ୍ ଭଲ ପାନ୍ତି । ଗେଲ କରନ୍ତି ।
  10. ବାବା ଯେବେ କୌଣସି ଭଲ ଜିନିଷ ଆଣନ୍ତି ଆମ ଦୁଇ ଭାଇ ଭଉଣୀଙ୍କ ଭିତରେ ବାଣ୍ଟି ଦିଅନ୍ତି ।

Related Content

My Family Essay in Odia Language

  • My family is a joint family.
  • My father-in-law, brother-in-law, grandfather, aunt, cousin, great-grandfather.
  • JJBapa is the head of our family.
  • Obeying his orders is a must for everyone.
  • Our family is a happy family, albeit small.
  • In twelve months we celebrate thirteen festivals together.
  • We eat different types of cakes at different festivals.
  • The oldest member of our family is my JJ and I am the youngest member.
  • Everyone loves me. Gail does.
  • When Dad brings something good, he shares it with our two brothers and sisters.

Leave a Comment