Nai Badhi Essay in Odia
Nai badhi in english, nai badhi essay in odia, nai badhi essay in odia pdf download, nai badhi samaya re pali ra drusya, nai badhi essay pdf download. Nai badhi rachana, odisha re nai badhi ra drushya rachana, nai badhi samayara drusya rachana pdf download. nai badhi odia essay, nai badhi odia essay pdf download. nai body rachana, nai body rachana pdf download nai body odia rachana pdf download.
ଉପକ୍ରମ : ଓଡିଶାରେ ଅନେକ ନଦୀ ପ୍ରବାହିତ ହେଉଛନ୍ତି । ଏହି ନଦୀ ଗୁଡିକର ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଲେ ନଦୀର ପାଣି ବଢିଯାଇ ଦୁଇ କୁଳ ଉଚ୍ଚୁଲେ । ବନ୍ଧ ଭାଙ୍ଗି ଗାଁ ଗଣ୍ଡା ଭସାଇ ନେଇ ବହୁତ କ୍ଷତି ସାଧନ କରେ । ଏହାକୁ ନଈବଢି କୁହାଯାଏ ।

କାରଣ: ସାଧାରଣତଃ ଆମ ରାଜ୍ୟରେ ମୌସୁମୀ ବାୟୁ ପ୍ରବାହ ଯୋଗୁଁ ବର୍ଷାା ହୋଇଥାଏ । ନଦୀମାନେ ପାହାଡ ପର୍ବତରୁ ଜନ୍ମ ଲାଭ କରିଥାନ୍ତି । ନଦୀ ମାନେ ଆସିବା ବାଟରେ ଏହା ସହିତ ଅନେକ ଛୋଟ ବଡ ଜଳଧାରା ମିଶି ଏହାକୁ ପ୍ରବଳ ସ୍ରୋତସ୍ଵିନୀରେ ପରିଣତ କରିଥାନ୍ତି । ପାହାଡ ପର୍ବତ ଅଞ୍ଚଳରେ ଅଧିକ ବର୍ଷା ହେଲେ ସେହି ପାଣି ତଳକୁ ଗଡି ଆସେ । ଫଳରେ ନଦୀ ଜଳରେ ସେହି ପାଣି ମିଶି ନଦୀର ଜଳ ପରିମାଣକୁ ବୃଦ୍ଧି କରିଥାଏ । ଯଦ୍ୱାରା ନଦୀରେ ପ୍ରବଳ ବନ୍ୟା ଆସେ । ଏହି ସମୟରେ ଯଦି ସମୁଦ୍ରରେ ଜୁଆର ଆସେ ତେବେ ମୁହାଣ ଦେଇ ନଦୀଜଳ ସମୁଦ୍ରକୁ ଯାଇପାରେ ନାହିଁ । ଫଳରେ ନଦୀ ଜଳ ବନ୍ଧ ଭାଙ୍ଗି ବନ୍ୟା ସୃଷ୍ଟି କରିଥାଏ । ବନ୍ୟାର ରୂପ ଅତି ଭୟଙ୍କର ହୋଇଥାଏ ।
ନଈବଢିର ଦୃଶ୍ୟ: ନଈବଢି ସମୟରେ ନଦୀର ଜଳ ଗୋଳିଆ ଦେଖାଯାଏ । ନଦୀର ରୂପ ଦେଖିଲେ ଛାତି ଥରିଉଠେ । ନଈପାଣି ଏ ଉଭୟ କୂଳ ଖାଉଥାଏ, ନଦୀକୂଳରେ ଥିବା ବଡ ବଡ ଗଛ ସବୁ ଉପୁଡି ପଡି ବଢି ପାଣିରେ ଭାସୁଥାଏ । ବହୁତ କାଠି, କୁଟା, କତରା ଯୋଗୁଁ ନଈବଢିର ପାଣିରେ ମନ୍ଦାମନ୍ଦା ଫେଣ ଦେଖାଯାଏ । ପ୍ରବଳ ବେଗରେ ବହି ଆସୁଥିବା ପାଣିରେ ଭଉଁରୀ ଖେଳି ଭୟଙ୍କର ଗର୍ଜନ କରେ । ବନ୍ଧ ଭାଙ୍ଗିଯିବା ଦ୍ଵାରା ନଈପାଣି ଗାଁଗଣ୍ଡା ସବୁଆଡେ ମାଡିଯାଏ । ଲୋକ ମାନେ ଉଚ୍ଚସ୍ଥାନକୁ ଚାଲିଯାନ୍ତି । ଅନେକ ଜୀବଜନ୍ତୁ ମରିଯାନ୍ତି । କେତେକ ଲୋକ ନଈବନ୍ଧ ଉପରେ ଉଚ୍ଚସ୍ଥାନ ଦେଖି ପଲିଥିନ ଟାଙ୍ଗୀ ବାସ କରନ୍ତି । କ୍ଷଣକ ମଧ୍ୟରେ ନଈପାଣି ଗାଁ ଗଣ୍ଡାରେ ପଶି ସୁନାର ଫସଲ କ୍ଷେତକୁ ମାଟିରେ ମିଶାଇ ଦିଏ । ଏହି ଦୃଶ୍ୟ ବଡ ହୃଦୟ ବିଦାରକ ଅଟେ ।
ଅପକାର: ନଈବଢି ବହୁତ କ୍ଷତି ଘଟାଇଥାଏ । ଚାଳଘର ଭାଙ୍ଗିଦିଏ ଓ ଭସାଇ ନିଏ, ବୃକ୍ଷ ଗୁଡିକୁ ଉପାଡି ଦେଇ ଭସାଇ ନିଏ । ଚାଷ ଜମି ଉପରେ ପାଣି ମାଡିଯାଏ । ଫସଲ କ୍ଷେତ ମାଟିରେ ମିଶିଯାଏ । ଅନେକ ଗୃହ ପାଳିତ ପଶୁ, ଜୀବଜନ୍ତୁ ମରିଯାନ୍ତି । ରାସ୍ତାଘାଟ ଧୋଇ ହୋଇ ଯୋଗାଯୋଗ ବିଚ୍ଛିନ୍ନ ହୁଏ । ପିଇବା ପାଣି ମିଳେ ନାହିଁ । ବନ୍ୟା ପରେ ଅନେକ ପ୍ରକାର ସଂକ୍ରମଣ ରୋଗ ଓ ଜ୍ଵର ଆଦି ରୋଗ ଦେଖାଯାଏ ।
ଉପକାର: ବଢି ପାଣି କ୍ଷତି କଲେ ମଧ୍ୟ ଜମିରେ ପଟୁମାଟି ପକାଇ ଦେବାରୁ ପର ବର୍ଷା ଫସଲ ଭଲ ହୁଏ । ଗାଁ ଗଣ୍ଡାରେ ଥିବା ମଇଳା ସଫା କରିଦିଏ । ମାତ୍ର ଏହି ଉପକାର କ୍ଷତି ତୁଳନାରେ ବହୁ ନଗଣ୍ୟ ଅଟେ ।
ଶେଷକଥା: ନଈବଢି ଯୋଗୁଁ ଲୋକମାନେ ବହୁ ଦୁଖ କଷ୍ଟ ଭୋଗ କରନ୍ତି । ସରକାରଙ୍କ ତରଫରୁ ରିଲିଫ ସାହାଯ୍ୟ ଦିଆଯାଏ । ପଲିଥିନ, କମ୍ବଳ, ମହମବତୀ ରନ୍ଧା ଖାଦ୍ୟ ପ୍ରଭୃତି ଦିଆଯାଏ । ପାଣି ଘେରରେ ଥିବା ଲୋକ ମାନଙ୍କ ପାଇଁ ଆକାଶ ମାର୍ଗରୁ ଚୂଡା, ଗୁଡ, ଚାଉଳ, ବିସ୍କୁଟ ପକାଯାଏ । ସେନାବାହିନୀ, ସମାଜସେବୀ ଅନୁଷ୍ଠାନ ଲୋକ ମାନଙ୍କ ଉଦ୍ଧାର ପାଇଁ କାର୍ଯ୍ୟରେ ଲାଗନ୍ତି । ନଦୀବଢିର ସାମୟିକ ପ୍ରତିକାର ପରିବର୍ତ୍ତେ ସ୍ଥାୟୀ ପ୍ରତିକାର ବିଷୟରେ ଚିନ୍ତା କରିବା ଦରକାର । ମହାନଦୀରେ ହୀରାକୁଦ ବନ୍ଧ ପରି ବଡ ବଡ ନଦୀରେ ବନ୍ଧ ତିଆରି ହେଲେ ଓଡିଶାର ଲୋକମାନେ ନଈବଢି ଦାଉରୁ ରକ୍ଷା ପାଇବେ ।
Read Also Related content
- Rath yatra essay in odia
- All odia rachana
- Odia application to police
- Odia application to head master
Nai Badhi Odia Essay
Advantages: Many rivers are flowing in Odisha. Heavy rains lashed the upper reaches of the river, causing floodwaters to recede. The dam is broken and the village is flooded. This is called naibdhi.
The reason: is that it usually rains in our state due to the monsoon. Rivers are born in the mountains. As rivers flow, many small and large streams combine to turn them into strong currents. When there is more rain in the hilly areas, that water rolls down.
As a result, the addition of that water to the river water increases the amount of water in the river. “It simply came to our notice then. At this point, if the tide comes in, the river will not be able to reach the sea through the mouth. As a result, the river breaks the dam and causes flooding. The appearance of the floods is very severe.
River view: River water is visible during flooding. The chest trembles at the sight of the river. The river eats both shores, and all the large trees on the banks of the river are uprooted and flooded. Due to the large number of sticks, straws, and sawdust, the water in the riverbanks has a weak foam.
The roaring roar of the water rushing through the rushing water. The dam collapsed and floodwaters receded. People go to higher ground. Many animals die. Some people live in polythene hangers because of their height. In a moment, the river flooded the village of Ganda and buried the gold crop in the ground. The scene is heartbreaking.
Disadvantages: Flooding can cause a lot of damage. The huts are demolished and swept away, the trees uprooted and swept away. The farmland is flooded. Crops are mixed with soil. Many pets and animals die. Roads are washed away and communication is disrupted. Drinking water is not available. Floods can cause a variety of infectious diseases and fevers.
Benefits: Even if there is a lot of water damage, the next rainy season will be better if the soil is covered with soil. The village cleans the dirt from the rubble. But the benefits are negligible.
Lastly: People suffer a lot because of the floods. Relief is being provided by the government. Polythene, blankets, candles and cooked food are provided. Chuda, gum, rice, and biscuits are thrown from the air for people in the water.
The military and social services are working to save lives. Instead of trying to recover, they wallow in their sadness and thus, experience more failure. By building large dams on the Mahanadi like the Hirakud Dam, the people of Odisha will be able to escape the floods.
Tags: nai badhi essay in odia, nai badhi essay in odia pdf download, nai badhi essay in odia book pdf download, latest nai badhi essay in odia language, nai badhi essay in odia language pdf download. Nai badhi odia essay nai badhi essay in odia nai badhi rachana pdf download. Flood in odisha, flood essay in odia, odia essay on flood pdf download, flood essay in odia pdf download, nai badhi essay in odia flood odia rachana pdf download.