Latest Silpara Bikash Odia Essay 10 Lines | Silpara Bikash Essay in Odia

Spread the love

Silpara Bikash Odia Essay

Silpara bikash odia essay, silpara bikash odia essay pdf download, silpara bikash essay in odia pdf download, odia essay on silpara bikash pdf download, silpara bikash odia rachana pdf download.

  1. ଶିଳ୍ପ ହେଉଛି ରୋଜଗାରର ଉନ୍ନତ ମାଧ୍ୟମ ।
  2. ଶିଳ୍ପର ପ୍ରଗତିରେ ଦେଶର ପ୍ରଗତି ନିହିତ ରହିଛି । ଏଣୁ ଦେଶ ତଥା ରାଜ୍ୟରେ ଯେତେ ଶିଳ୍ପର ଉନ୍ନତି ଘଟିବ ସେତେ ରୋଜଗାର ସୃଷ୍ଟି ହେବ ।
  3. ବେକାରି ସମସ୍ୟାକୁ ସମୂଳେ ବିନାଶ କରିବାରେ ଶିଳ୍ପର ବିକାଶ ଏକ ଗୁରୁତ୍ତ୍ଵପୂର୍ଣ୍ଣ ଭୂମିକା ବହନ କରିଥାଏ ।
  4. ଶିଳ୍ପ ସାଧାରଣତଃ ଦୁଇ ପ୍ରକାର । ଯଥା: କୁଟୀର ଶିଳ୍ପ ଓ ବୃହତ ଶିଳ୍ପ ।
  5. କାରିଗରୀ, ଲୁଗାବୁଣା, ହସ୍ତତନ୍ତ ଇତ୍ୟାଦି କୁଟୀର ଶିଳ୍ପ ଅନ୍ତର୍ଗତ । ଏହାଦ୍ଵାରା ପ୍ରକାର ଶିଳ୍ପ ପ୍ରାୟତଃ ଗ୍ରାମ ଗୁଡିକରେ ଦେଖିବାକୁ ମିଳେ । ଗ୍ରାମର ମହିଳା ମାନେ ଏହି କାର୍ଯ୍ୟକୁ ସମ୍ପାଦନ କରିଥାନ୍ତି । ଅନେକ ପୁରୁଷ ମଧ୍ୟ ସମ୍ପାଦନ କରିଥାନ୍ତି ।
  6. କୁଟୀର ଶିଳ୍ପର ବିକାଶ ନିମନ୍ତେ ପ୍ରତ୍ୟେକ ବର୍ଷ ସରକାରୀ ପ୍ରୋତ୍ସାହନ ବାବଦକୁ ୫୦୦୦୦ ଟଙ୍କା ମହିଳା ସ୍ଵୟଂ ସହାୟକ ଗୋଷ୍ଠୀକୁ ଦିଆଯାଏ ।
  7. ପୁନଃ ଟେକ୍ସଟାଇଲ, ଆଇଟି, କୃଷି, ଫାର୍ମା ଇତ୍ୟାଦି ବୃହତ ଶିଳ୍ପ ଅନ୍ତର୍ଗତ ଅଟେ । ଏଥିରେ ରୋଜଗାରର ସମ୍ଭାବନା ଅଧିକ ଥାଏ । କାରଣ ଏହାର ଚାହିଦା ସର୍ବାଧିକ ଅଟେ ।
  8. ଶିଳ୍ପର ବିକାଶ ହେଲେ ସରକାରର ଆୟ ପୁଞ୍ଜି ଅଧିକ ହୋଇଥାଏ । ଯଦ୍ୱାରା ଦେଶର ବିକାଶ କ୍ଷେତ୍ରରେ କୌଣସି ସାଲିସ କରିବାକୁ ପଡିନଥାଏ ।
  9. ରାସ୍ତାଘାଟ, ସ୍କୁଲ, କଲେଜ, ପାର୍କ, ପୁରାତନ ଐତିହ୍ୟର ରକ୍ଷଣାବେକ୍ଷଣ ଇତ୍ୟାଦି କାର୍ଯ୍ୟପାଇଁ ପାଣ୍ଠିର ଆୟୋଜନ ଶିଳ୍ପରୁ ମିଳୁଥିବା କର ଯୋଗୁଁ ସମ୍ଭବ ହୋଇପାରିଥାଏ ।
  10. ଏଣୁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ଶିଳ୍ପାୟନକୁ ଯେତେ ପ୍ରୋତ୍ସାହନ ମିଳିବ ଦେଶ ତଥା ରାଜ୍ୟର ସେତେ ଅଧିକ ବିକାଶ ସାଧିତ ହୋଇ ପାରିବ ।
Silpara Bikash Odia Essay, Silpara Bikash Essay in Odia
Silpara Bikash Odia Essay

Related Content

Silpara Bikash Essay in Odia

  • “Silpara Bikash Odia Essay” Industry is the best way to earn a living.
  • The progress of the industry depends on the progress of the country. So the more industries that improve in the country and the state, the more jobs will be created.
  • The development of the industry plays an important role in eradicating the problem of unemployment.
  • There are two main types of industries. For example, the cottage industry and the large industry.
  • Crafts, textiles, handlooms, etc. belong to the cottage industry.
  • As a result, most industries are located in rural areas. The women of the village perform this task. Many men also perform.
  • Every year, Rs 50,000 is given to women self-help groups for government incentives for the development of the cottage industry.
  • Again, textiles, IT, agriculture, pharma, etc. are among the major industries. “It simply came to our notice then. Because it is in high demand.
  • As the industry develops, so does the government’s income and capital. So that there is no compromise on the development of the country.
  • Funding for roads, schools, colleges, parks, and the preservation of antiquities is made possible by industry taxes.
    Therefore, the more development of industrialization at both the public and private levels, the more development the country and the state can achieve.

Leave a Comment