50+ Taddhita in Odia | Odia Mcq Questions

Taddhita in Odia

Taddhita in odia, odia taddhita pada, objective in odia language, objective meaning in odia, odia grammar objective book, odia objective book, odia mcq questions, odia grammar mcq pdf.

  1. ଖଟ + ଇଆ = ଖଟିଆ
    ଏଥିରେ ଇଆ ପ୍ରତ୍ୟୟଟି କେଉଁ ଅର୍ଥରେ ହୋଇଛି ?
    (A) ତିଆରି ଅର୍ଥରେ
    (B) ଛୋଟ ଅର୍ଥରେ
    (C) ସମ୍ବନ୍ଧ ଅର୍ଥରେ
    (D) ଅତିଶୟ ଅର୍ଥରେ
  1. ପାଠ + ଉଆ = ପାଠୁଆ ।
    ଏଥିରେ ଭିଆ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
    (A) ଅଛି ଅର୍ଥରେ
    (B) ସଦୃଶ ଅର୍ଥରେ
    (C) ବୃରି ଅର୍ଥରେ
    (D) ସମ୍ପର୍କ ଅର୍ଥରେ
  1. ଶିବ + = ଶୈବ । ଏଠାରେ “ଅ” କେଉଁ ଅର୍ଥରେ ପ୍ରତ୍ୟୟ ହୋଇଛି ?
    (A) ଭାବ ଅର୍ଥରେ
    (B) ଅପତ୍ୟ ଅର୍ଥରେ
    (C) ଜାତ ଅର୍ଥରେ
    (D) ଭକ୍ତ ଅର୍ଥରେ
  1. ଇତିହାସ + ଇ = ଐତିହାସିକ
    ଏଥିରେ ଇକ ପ୍ରତ୍ୟୟ କେଉଁ ଅର୍ଥରେ ହୋଇଛି ?
    (A) ସମ୍ବନ୍ଧ ଅର୍ଥରେ
    (B) ଜାତ ଅର୍ଥରେ
    (C) ଅଧୟନ ଅର୍ଥରେ
    (D) ସମ୍ବନ୍ଧ ଅର୍ଥରେ
  1. ରାଧେୟ ଏହା କେଉଁ ଅର୍ଥକୁ ପ୍ରକାଶ କରେ ?
    (A) ରାଧାଙ୍କର ସ୍ବାମୀ
    (B) ରାଧାଙ୍କର ପୁତ୍ର
    (C) ରାଧାଙ୍କ ସମ୍ବନ୍ଧୀୟ
    (D) ରାଧାଙ୍କଠାରୁ ନ୍ୟୁନ
  1. କେଉଁଟି ତଦ୍ଧିତ ?
    (A) ଜାନ
    (B) ବିଜ୍ଞାନ
    (C) ଅଜ୍ଞାନ
    (D) ବୈଜ୍ଞାନିକ
  1. କୁନ୍ତୀଙ୍ର ପୁତ୍ର- ଏକ ପଦରେ ପ୍ରକାଶ କଲେ କ’ଣ ହେବ ?
    (A) କୌନ୍ତେୟ
    (B) କୁନ୍ତୀଙ୍କ ପୁତ୍ର
    (C) ଅର୍ଜୁନ
    (D) ଯୋଦ୍ଧା
Taddhita in odia, odia taddhita pada, objective in odia language, objective meaning in odia, odia grammar objective book, odia objective book, Odia Mcq Questions, odia grammar mcq pdf.
Odia Mcq Questions Pdf Download
  1. କୁଲେଇ କେଉଁ ଅର୍ଥକୁ ପ୍ରକାଶ କରେ ?
    (A) କୁଲା
    (B) କୁଲାଠାରୁ କ୍ଷୁଦ୍ର
    (C) କୁଲାଠାରୁ ବଡ଼
    (D) କୁରା ସହିତ ସମାନ
  1. ପୂର୍ଣ୍ଣ- ଏହି ଶବ୍ଦର ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
    (A) ପୁର + ତ
    (B) ପୂର + ତ
    (C) ପୂର + ତ
    (D) ପୁର +ଣ
  1. · କୃତ୍ୟ– ପ୍ରକୃତି ପ୍ରତ୍ୟୟ କ’ଣ ହେବ ?
    (A) କୁ + ତ୍ୟ
    (B) କୃତ୍ + ଯ
    (C) କୁ + କାପ୍
    (D) କୃତ + ଯ
  1. ଯେଉଁ ସଂସ୍କୃତ ଶବ୍ଦଗୁଡ଼ିକ ସାମାନ୍ୟ ରୂପରେ ପରିବର୍ଭନ ହୋଇ ଆମ ଭାଷାରେ ଚଳୁଛି ସେଗୁଡ଼ିକୁ କ’ଣ କୁହାଯାଏ ?
    (A) ତତ୍ସମ
    (B) ତଭବ
    (C) ଦେଶଜ
    (D) ବୈଦେଶିକ
  1. ଯେଉଁ ଶବ୍ଦଗୁଡ଼ିକ ଦୀର୍ଘକାଳ ଧରି ଆମ ଭାଷାରେ ଚଳି | ଆସୁଅଛି, ସେଗୁଡ଼ିକୁ କଣ କହନ୍ତି ?
    (A) ତତ୍ସମ
    (B) ତଭବ
    (C) ଦେଶଜ
    (D) ବୈଦେଶିକ
  1. ଯେଉଁ ଶବ୍ଦଗୁଡ଼ିକ ଅନ୍ୟ ଭାଷାରୁ ଆସି ଆମ ଭାଷାରେ ବ୍ୟବହୃତ ହେଉଅଛି, ସେଗୁଡ଼ିକୁ କଣ କହନ୍ତି ?
    (A) ତତସମ
    (B) ତଭବ
    (C) ଦେଶଜ
    (D) ବୈଦେଶିକ
  1. କେଉଁଟି ବୈଦେଶିକ ବ୍ୟାପାଦିତ ଶବ୍ଦ ?
    (A) ଟାଜୁନ
    (B) ସହର
    (C) ସିଟି
    (D) ଟାଉନିଆ
  1. ଦୁଃପାଦିତ ଶବ୍ଦ ନୁହେଁ । ‘
    (A) ବୀଣା
    (B) ଦେଶର
    (C) ବ୍ୟାକରଣ
    (D) ପରୀକ୍ଷା
  1. କ୍ରିୟାର ମୂଳପିଣ୍ଡକୁ କ’ଣ କହନ୍ତି ?
    (A) କ୍ରିୟା
    (B) କାଳ
    (C) ଧାତୁ
    (D) ପ୍ରତ୍ୟୟ
  1. ଧାତୁ ସହିତ କ’ଣ ଯୋଗକଲେ ଶବ୍ଦ ଗଠନ କରାଯାଏ ?
    (A) ପ୍ରତ୍ୟୟ
    (B) ଅନ୍ୟଧାତୁ
    (C) ଅନ୍ୟଶବ୍ଦ
    (D) କେଉଁଟି ନୁହେଁ
  1. ପ୍ରତ୍ୟୟର ସ୍ଥାନ ଧାତ୍ମର କେଉଁଠାରେ ରହେ ନାହିଁ ?
    (A) ଧାତୁର ପୂର୍ବରୁ
    (B) ଧାତୁର ପରେ
    (C) ଧାତୁର ପୂର୍ବରୁ ଓ ପରେ ।
    (D) ଧାତୁର ଉପରେ
  1. ଶବ୍ଦ କାହା ଯୋଗୁଁ ଅର୍ଥ ପ୍ରକାଶ କରିବାରେ ସମର୍ଥ ହୁଏ ?
    (A) କେବଳ ଧାତୁ ଯୋଗୁଁ
    (b) କେବଳ ପ୍ରତ୍ୟୟ ଯୋଗୁଁ
    (C) ଧାତୁ ଓ ପ୍ରତ୍ୟୟ ଉଭୟ ଯୋଗୁ
    (D) ନିଜ ଗୁଣ ଯୋଗୁଁ
  1. ଧାତୁର ପୂର୍ବରୁ ଯେଉଁ ପ୍ରତ୍ୟୟ ଯୋଗ ହୁଏ, ତାକୁ କ’ଣ କହନ୍ତି ?
    (A) ପର ପ୍ରତ୍ୟୟ
    (B) ପୂର୍ବ ପ୍ରତ୍ୟୟ ।
    (C) ପ୍ରତ୍ୟୟ
    (D) ବିରକ୍ତି
  1. ଧାତୁର ପରେ ଯୋଗ ହୋଇଥିବା ପ୍ରତ୍ୟାୟକୁ କ’ଣ କହନ୍ତି ?
    (A) ପର ପ୍ରତ୍ୟୟ
    (B) ପୂର୍ବ ପ୍ରତ୍ୟୟ
    (C) ପୁର୍ବ ଓ ପର ଢଭୟ ପ୍ରତ୍ୟୟ
    (D) ବିଭକ୍ତି
  1. ଉପସର୍ଗ ସଂଖ୍ୟା କେତୋଟି ?
    (A) ୨୦ଟି
    (B) ୩୪ଟି
    (C) ୫ଟି
    (D) ୧୫ଟି
  1. ଉପସର୍ଗ ଗୁଡ଼ି କ ଧାତୁ ବା ଶବ୍ଦର କେଉଁ ସ୍ଥାନରେ ଲାଗିଥାଏ ?
    (A) ପୂର୍ବରୁ
    (B) ପରେ
    (C) ମଧରେ
    (D) ଢଭୟରେ
  1. ଆହାର ଓ ବିହାର- ଉଭୟେ ହୁ ଧାତୁରୁ ଗଠିତ । ଏହି ଦୁଇଟିରେ ଅର୍ଥଗତ ପାର୍ଥକ୍ୟ କାହିଁକି ଦେଖାଯାଏ ?
    (A) ଧାତୁ ଯୋଗୁଁ
    (B) ପ୍ରତ୍ୟୟ ଯୋଗୁଁ
    (C) ଉପସର୍ଗ ଯୋଗୁଁ
    (D) ପ୍ରତ୍ୟୟ ଓ ଜପସର୍ଗ ଯୋଗୁଁ
  1. ଧାତୁ ପୂର୍ବରୁ ଉପସର୍ଗ ଲାଗିଲେ ଧାତୁ ଉପରେ କି ପ୍ରଭାବ ପଡ଼େ ?
    (A) ଅର୍ଥର ପରିବର୍ତ୍ତନ
    (B) ଭାବର ପରିବର୍ତ୍ତନ
    (C) ରୁପର ପରିବର୍ଭନ
    (D) ଆକୃତିର ପରିବର୍ଭନ
  1. ଦୁର୍ଘଟଣା- ଏହି ଶବ୍ଦରେ ଥିବା ଉପସର୍ଗଟି କିଏ ?
    (A) ଦୁ
    (B) ଦୁଃ
    (C) ଦୂର
    (D) ଦୂର
  1. ପୁରସ୍କାର ଏଥିରେ କେଉଁଟି ଉପସର୍ଗ ପରି ବ୍ୟବହୃତ ହୋଇଛି ?
    (A) ପୁର
    (B) ପୁରସ୍
    (C) ପୁରୀ
    (D) ପୂର
  1. ଅଜଣା- ଏଥିରେ ଥିବା ଉପସର୍ଗଟି କିଏ ?
    (A) ଅ
    (B) ଅଚ୍ଚ
    (C) ଅଜଣ’
    (D) ଅଜଣ + ଆ
  1. ନିମ୍ନ ଉପସର୍ଗ ମଧ୍ୟରୁ କେଉଁଟି ଓଡ଼ିଆ ଭାଷାର ଉପସର୍ଗ ନୁହେଁ –
    (A) ଦର
    (B) ନା
    (C) ଗର
    (D) ପ୍ରତି
  1. କେଉଁ ସଂସ୍କୃତ ଶବ୍ଦଟି ଉପସର୍ଗ ରୂପେ ବ୍ୟବହାର କରାଯାଏ ନାହିଁ ?
    (A) ବହି
    (B) ପୁର
    (C) ହରି
    (D) ପୁନଃ
  1. କେଉଁଟି ଓଡ଼ିଆ ଭାଷାରେ ବ୍ୟବହୃତ ଉପସର୍ଗ ? .
    (A) ସମ୍
    (B) ଆବି
    (C) ସୁ
    (D) ଅଣ
  1. ଧାତୁ ପରେ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
    (A) କୃତ୍ର ପ୍ରତ୍ୟୟ
    (B) ତଦ୍ଧିତ ପ୍ରତ୍ୟୟ
    (C) ଶକ ବିରକ୍ତି
    (D) କ୍ରିୟା ବିଭକ୍ତି
  1. ଶବ୍ଦ ସହିତ ଯୋଗ ହେଉଥିବା ପ୍ରତ୍ୟୟକୁ କ’ଣ କହନ୍ତି ?
    (A) କୃତ୍ର ପ୍ରତ୍ୟୟ
    (B) ଉପସର୍ଗ
    (C) ତଦ୍ଧିତ ପ୍ରତ୍ୟୟ –
    (D) ପ୍ରତ୍ୟୟ
  1. ରକ୍ଷିତ- ଏଥିରେ ଥିବା ଧାତୁଟିର ନାମ କ’ଣ ?
    (A) ର
    (B) ରକ୍ଷା
    (C) ରକ୍ଷି
    (D) କ୍ଷିତ୍
  1. ପକ୍- ଏହାର ପ୍ରକୃତି ପ୍ରତ୍ୟୟ କଲେ କ’ଣ ହେବ ?
    (A) ପକ୍ + ୱା
    (B) ପ + କୁ
    (C) ପଚ୍ + କୁ
    (D) ପଚ୍ + ତ
  1. ନିମ୍ନୋକ୍ତ ଶବ୍ଦମାନଙ୍କ ଭିତରୁ କୃଦନ୍ତ ?
    (A) ଭାଗିନେୟ
    (B) ଦାଢ଼ିଆ
    (C) ଭୋଜନ
    (D) ପାଟରା
  1. କେଉଁଟି ତବିତ ?
    (A) ପଠନ
    (B) ଜଣିଆ
    (C) ପାଠ
    (D) ଜଣି
  1. କଟା + ଆଳି = କଟାଳି
    ଏଥିରେ ଆଜି ପ୍ରତ୍ୟୟଟି କେଉଁ ଅର୍ଥରେ କରାଯାଇଛି
    (A) କାଟିବା ଅର୍ଥରେ
    (B) ଅଭ୍ୟାସ ଅର୍ଥରେ
    (C) ଜାତ ଅର୍ଥରେ
    (D) ସମୂହ ଅର୍ଥରେ
  1. ମାଷ୍ଟର + ଇ = ମାଷ୍ଟରି ।
    ଏଥିରେ ଇ ପ୍ରତ୍ୟୟ କେଉଁ ଅର୍ଥରେ କରାଯାଇଛି ?
    (A) ଜାତ ଅର୍ଥରେ
    (B) ଛୋଟ ଅର୍ଥରେ
    (C) ବୁରି ଅର୍ଥରେ
    (D) ସ୍ବାର୍ଥରେ
  1. ରାଷାର ସର୍ବନିମ୍ନ ଏକକକୁ କ’ଣ କୁହାଯାଏ ?
    (A) ପଦ
    (B) ବାକ୍ୟ
    (C) ଶବ୍ଦ
    (D) ବାକ୍ୟାଶ
  1. କେଉଁଟି ଶବ୍ଦର ଗୁଣ ?
    (A) ଧ୍ବନିର ସମାହାର ।
    (B) ସାର୍ଥକ ଧ୍ବନିର ସମାହାର
    (C) ପର୍ଯ୍ୟାୟ କ୍ରମିକ ସାର୍ଥକ ଧ୍ବନିର ସମାହାର ।
    (D) କେଉଁଟି ନୁହେଁ
  1. ଯେଉଁ ଶବ୍ଦକୁ ଭାଗଭାଗ କରିହୁଏ ନାହିଁ ତାକୁ କ’ଣ କହନ୍ତି ?
    (A) ସରଳ ପ୍ରକୃତିର ଶବ୍ଦ
    (B) ବ୍ୟୁତ୍ପାଦିତ ଶବ୍ଦ
    (C) ପଦ
    (D) ଶବ୍ଦ
  1. ପ୍ରତ୍ୟୟଯୁକ୍ତ ଶବ୍ଦକୁ କ’ଣ କହନ୍ତି ?
    (A) ଶବ୍ଦ
    (B) ପଦ
    (C) ବ୍ୟୁତ୍ପାଦିତ ଶବ୍ଦ
    (D) ସରଳ ଶବ୍ଦ
  1. କେଉଁଟି ସରଳ ପ୍ରକୃତିର ଶବ୍ଦ ? –
    (A) ଘର
    (B) ଘରକୁ
    (C) ଘରଠାରୁ
    (D) ଘରେ
  1. କେଉଁଟି ବ୍ୟୁତ୍ପାଦିତ ପ୍ରକୃତିର ଶବ୍ଦ ?
    (A) ରାମ
    (B) ରାମକୁ
    (C) ଘର
    (D) ବହି
  1. ସରଳ ପ୍ରକୃତି ର ଶବ୍ଦକୁ କିପରି ବୃତ୍ପାଦିତ ଶବ୍ଦ କରାଯାଏ ?
    (A) ଶବ୍ଦକୁ ଭାଗଭାଗ କରି
    (B) ଶବ୍ଦକୁ ଭାଗଭାଗ ନକରି
    (C) ଶବ୍ଦରେ କିଛି ଯୋଗ ନକରି
    (D) ଶବ୍ଦରେ ବିଭକ୍ତି ଯୋଗ କରି
  1. ଶବ୍ଦକୁ ମୁଖ୍ୟତଃ କେତେ ଭାଗରେ ବିଭକ୍ତ କରାଯାଇଛି ?
    (A) ଦୁଇ
    (B) ତିନି
    (C) ଚାରି
    (D) ପାଞ୍ଚ
  1. ତତ୍ସମ ଶବ୍ଦରେ ଥିବା ତତ୍ ଶବ୍ଦ କେଉଁଥି ପାଇଁ ବ୍ୟବହୃତ ?
    (A) ଓଡ଼ିଆ ଭାଷା
    (B) ଇଂରାଜୀ ଭାଷା,
    (C) ସଂସ୍କୃତ ଭାଷା
    (D) ହିନ୍ଦୀ ଭାଷା
  1. ସଂସ୍କୃତ ଶବ୍ଦଗୁଡ଼ିକ ଓଡ଼ିଆରେ ଅବିକ୍ ଭାବରେ ବ୍ୟବହୃତ ହୋଇଥିଲେ ତାକୁ କଣ କୁହାଯାଏ ?
    (A) ତତ୍ସମ
    (B) ତଭବ
    (C) ଦେଶକ
    (D) ବୈଦେଶିକ

Related Content Read Also:

Categories GK

Leave a Comment