ADVERTISEMENT

Thales Biography in Odia PDF Download

ADVERTISEMENT

Thales Biography in Odia

Thales Biography in Odia, thales odia biography, thales biography in odia language pdf download, thales biography in odia pdf download, biography of thales in odia language, 10 lines on thales in odia language.

ADVERTISEMENT

ମିଲେଟସ୍ ଥାଲେସ୍ ପ୍ରାଚୀନ ଗ୍ରୀସରେ ବାସ କରୁଥିଲେ |

ସେ ପାଶ୍ଚାତ୍ୟ ଇତିହାସର ପ୍ରଥମ ବୈଜ୍ଞାନିକ ଥିଲେ ।

ADVERTISEMENT

ପ୍ରାଚୀନ ଗ୍ରୀସ ଦେଶର ମାନ୍ୟତା ଥିଲା ପ୍ରକୃତିକୁ ଇଶ୍ଵର ସୃଷ୍ଟି ସଂଚାଳନ କରିବା ପାଇଁ ନିର୍ଦେଶ ଦେଇଛନ୍ତି ।

ADVERTISEMENT

କିନ୍ତୁ ଏହି ଅନ୍ଧବିଶ୍ଵାସକୁ ଗ୍ରହଣ କରିବା ପରିବର୍ତ୍ତେ ସେ ପ୍ରକୃତିର ସଂଚାଳନ ଢାଞ୍ଚା ଖୋଜିବାରେ ନିଜ ଜୀବନ ଉତ୍ସର୍ଗ କରିଥିଲେ । ଏବଂ ସେ ଏହି ଅନ୍ଧବିଶ୍ଵାସକୁ ଦୂରୀଭୂତ ମଧ୍ୟ କରିଥିଲେ ।

ଜ୍ୟାମିତୀରେ ନୂତନ ଫଳାଫଳ ଖୋଜିବା ପାଇଁ ସେ ପ୍ରଥମ ବ୍ୟକ୍ତି ଥିଲେ ଏବଂ ତତ୍ତ୍ୱର ପ୍ରମାଣ ଆବଶ୍ୟକ କରି ଗଣିତକୁ ଏକ ନୂତନ, ଉଚ୍ଚ ସ୍ତରକୁ ନେଇଗଲେ |

ସାଧାରଣତ ଆମେ ତାଙ୍କ ବିଷୟରେ ଯାହା ଜାଣୁ, ସେ ବଞ୍ଚିବାର ଶହ ଶହ ବର୍ଷ ପରେ ଲେଖାଯାଇଥିଲା, ଉଦାହରଣ ସ୍ୱରୂପ ଆରିଷ୍ଟୋଟଲ୍ |

ADVERTISEMENT

ତାଙ୍କ ନାମ ଉଚ୍ଚାରଣ କରିବାବେଳେ, ଆମେ ପ୍ରଥମ ଶବ୍ଦକୁ ଗୁରୁତ୍ୱ ଦେଇ ଥାଇଲ୍-ଇଜ୍ କହିଥାଉ |

ଥାଲେସ୍ ପୂର୍ବରୁ ପାଶ୍ଚାତ୍ୟ ଦେଶ ମାନଙ୍କରେ ଅନ୍ୟ ବୈଜ୍ଞାନିକମାନେ ଥାଇପାରନ୍ତି, କିନ୍ତୁ ଯଦି ଥାଆନ୍ତା, ଆମେ ସେମାନଙ୍କ ନାମ ଜାଣିନାହୁଁ | ବାସ୍ତବରେ ପ୍ରାଚୀନ ଦେଶ ମାନଙ୍କରେ ଯେପରିକି ଭାରତ, ଚୀନ ପରି ଦେଶରେ ଥାଲେସଙ୍କ ପୂର୍ବରୁ ଅନେକ ବୈଜ୍ଞାନିକ ଥିଲେ ଯେଉଁ ମାନଙ୍କ ଆବିଷ୍କାର ଭାରତକୁ ବିଶ୍ଵଗୁରୁରେ ପରିଣତ କରି ଦେଇଥିଲା । ତନ୍ମଧ୍ୟରୁ ବେଦର ଆବିଷ୍କାର, ଶୂନର ଆବିଷ୍କାର ଏବଂ ପରମାଣୁର ଆବିଷ୍କାର ଅନ୍ୟତମ ।

-ସମାପ୍ତ-

ADVERTISEMENT

ମୁଁ କିଛି କହିବାକୁ ଚାହେଁ: ଆମ ଭାରତ ଦେଶ ସର୍ବଦା ବିଶ୍ଵକୁ ବସୁନ୍ଧଇବ କୁଟୁମ୍ବକମ୍ ର ନିୟମ ଶିଖେଇଛି କିନ୍ତୁ ପାଶ୍ଚାତ୍ୟ ଜଗତର ଲୋକ ମାନେ ଚୋର, ସ୍ଵାର୍ଥବାଦୀ ଏବଂ ଟସ୍କର, ଲୁଟେରା । ଏହାର କେତେକ ଉଦାହରଣ ଏଠାରେ ମୁଁ ଦେବାକୁ ଚାହୁଁଛି । ଭାରତର ଜଣେ ମହାନ ଆଚାର୍ଯ୍ୟ ଆର୍ଯ୍ୟଭଟ୍ଟ ଯିଏକି ଆବିଷ୍କାର କରିଥିଲେ ଶୂନ୍ୟ । ଶୂନ୍ୟ ବ୍ୟତୀତ କୌଣସି ଗଣିତର ପରିକଳ୍ପନା ସମ୍ଭବ ନୁହେଁ । ପ୍ରଥମେ ଶୂନ୍ୟର ଆବିଷ୍କାର ହୋଇଥିଲା ପରେ ଅନ୍ୟ ସଂଖ୍ୟା ମାନଙ୍କର କିନ୍ତୁ ପାଶ୍ଚାତ୍ୟ ସ୍ଵାର୍ଥବାଦୀ ଗବେଷକ ପ୍ରମାଣ ନଷ୍ଟ କରି ଅନ୍ୟ ସଂଖ୍ୟା ଗୁଡିକ ପ୍ରଥମେ ଆସିଥିଲା ପରେ ଶୂନ୍ୟ ଆବିଷ୍କାର ହୋଇଥିଲା ବୋଲି ମତ ପ୍ରଦାନ କରିଛନ୍ତି ।

ଏମାନଙ୍କୁ ନିଜ ଦେଶର ଇତିହାସ ଜଣା ନାହିଁ ଆଉ ଏମାନେ ଆମ ବେଦର ମଧ୍ୟ ସମୟ ନିର୍ଦ୍ଧାରଣ କରିଦେଇଛନ୍ତି ଯାହାର ଆବିଷ୍କାର କେବେ ହୋଇଥିଲା ଭାରତୀୟ ଶାସ୍ତ୍ର ମଧ୍ୟ ଦେଇପାରେନା । ଏ ଶଳେଙ୍କ ପୂର୍ବ ପୁରୁଷ ଯେତେବେଳେ ଲଙ୍ଗଳା ହୋଇ ଜଙ୍ଗଲରେ ଖାଦ୍ୟ ଅନ୍ଵେଷଣରେ ବୁଲୁଥିଲେ ସେତେବେଳେ ଆମ ପୂର୍ବପୁରୁଷ ସଂସ୍କୃତରେ full form ବନାଉଥିଲେ । ଉଦାହରଣ ସ୍ୱରୂପ ଆଶୀର୍ବାଦ । ଆଶୀର୍ବାଦ ହେଉକି ଏକ ପ୍ରକାର short form । ଏହାର ସଂପୂର୍ଣ୍ଣ ଅର୍ଥ ହେଉଛି ଆ: ଆନନ୍ଦ କାଳେ ବହୁ ରାଜ୍ୟ ଲକ୍ଷ୍ମୀ, ଶି: ଶିବମ୍ ପ୍ରସାଦ ନବ, ର୍: ରିଦ୍ଧି ସିଦ୍ଧି, ବା: ବାତ ଆତ୍ତ ଶତ୍ରୁ ବିନାଶନଶ୍ଚେ, ଦ: ଦକାରସ୍ୟ ଦାରିଦ୍ର୍ୟ ନାଶନମ୍ ।

ପ୍ରଥମେ ଆସିବା କିଏ ଗଣିତର ପ୍ରଥମ ଆବିଷ୍କାରକ? ଏମାନଙ୍କ ମତରେ ଆର୍କମେଡିସ୍ । କେତେକଙ୍କ ମତରେ ଥାଲେସ ଇତ୍ୟାଦି ଇତ୍ୟାଦି । କିନ୍ତୁ ସର୍ବ ପ୍ରଥମେ ଗଣିତର ଆବିଷ୍କାର ଭରତରେ ହୋଇଥିଲା । କାରଣ ବେଦରେ ଅନେକ ସଂଖ୍ୟାର ଲିଖିତ ପ୍ରମାଣ ମିଳେ । ଯେପରିକି ୩୩ କୋଟି । କୋଟିର ଅର୍ଥ ପ୍ରକାର । ବୀନା ଶୂନ୍ୟରେ ଗଣିତର ଔକାତ ବିଷୟରେ ମୋ ଅପେକ୍ଷା ଆପଣ ସମସ୍ତେ ବେଶ ଭଲ ଭାବରେ ଜାଣି ଥିବେ ।

ADVERTISEMENT

ଦ୍ଵିତୀୟ ଉଦାହରଣ ପରମାଣୁ । ଯାହାର ବାସ୍ତବିକ ଜନକ ହେଉଛନ୍ତି ମହର୍ଷି କଣାଦ । ହେଲେ ଏମାନଙ୍କ ମତରେ ଜନ ଡାଲଟନ ହେଉଛନ୍ତି ପରମାଣୁର ଜନକ । ମାନେ ଯଦି ଟସ୍କର ମାନଙ୍କ ଭିତରେ ପ୍ରତିଯୋଗୀତା ଲାଗେ ତେବେ ଜନ ଡାଲଟନ ଦ୍ଵିତୀୟ ଶ୍ରେଣୀରେ ଆସିବେ । କାରଣ ଏଇ ମହାଶୟ ମହର୍ଷି କଣାଦଙ୍କ ପରମାଣୁ ତତ୍ତ୍ଵକୁ ଚୋରି କରି ନିଜ ନାମରେ ପ୍ରିଟେଣ୍ଡ କରିନେଇଛନ୍ତି । ଯଦି ଜନ ଡାଲଟନ ଦ୍ଵିତୀୟରେ ଆସିବେ ତେବେ ପ୍ରଥମ କିଏ?

ADVERTISEMENT

Thales Biography in Odia PDF Download

ପ୍ରଥମ ହେଉଛନ୍ତି ରାଇଟ୍ ବ୍ରଦର୍ଶ । ଏଇ ସେଇ ଯିଏ ଉଡନ୍ତା ବିମାନର ନିର୍ମାଣ କରିଥିଲେ । କାରଣ ଡାଲଟନଟ କଣାଦଙ୍କ ମୃତ୍ୟୁ ପରେ ତଥ୍ୟ ଚୋରୀ କରିଥିଲେ ହେଲେ ରାଇଟ ବ୍ରଦର୍ଶ ତାଲପଡେଙ୍କ ବଞ୍ଚିଥିବା ସମୟରେ ହିଁ ଚୋରୀ କରିନେଇଥିଲେ ଗ୍ରନ୍ଥ । ରାମାୟଣରେ ଆମେ ପୁଷ୍ପକ ବିମାନ କଥା ସମସ୍ତେ ଶୁଣିଥିବା । ଗୁରୁ ପରମ୍ପରା କ୍ରମେ ବିମାନ ଶାସ୍ତ୍ରନାମକ ଗ୍ରନ୍ଥ ଆସି ପହଞ୍ଚି ଥିଲା ମହାରାଷ୍ଟ୍ରରେ ରହୁଥିବା ଜଣେ ବିଜ୍ଞ ପୁରୁଷ ଯାହାଙ୍କ ନାମ  ଥିଲା ବାପୁଜୀ ତାଲପଡେ । ହେଲେ ରାଇଟ ବ୍ରଦର୍ଶ ମହାଶୟ ଭାରତ ଭ୍ରମଣରେ ଆସି ବାପୁଜୀଙ୍କ ବିମାନ ଶାସ୍ତ୍ର ପ୍ରିଟେଣ୍ଡ ଦେବା ଛଳନାରେ ଇଂଲଣ୍ଡ ନେଇ ଯାଇଥିଲେ । ବିମାନର ଉଡାଣ ସଫଳତା ଲାଭ ପରେ ୩୦-୪୦ଟି ଫଟୋ ଉଠେଇ ପ୍ରିଟେଣ୍ଡକୁ ହରଣଚାଲ କରି ନେଇଥିଲେ ।

ADVERTISEMENT

ଆଗାମୀ ଉଦାହରଣ ହେଉଛି  ଯୋଗ । ଏପରି ଅନେକ କିଛି ଭାରତୀୟ ବିଶ୍ଵକୁ ଦେଇ ଯାଇଛନ୍ତି । ହେଲେ ପାଶ୍ଚାତ୍ୟ ଜଗତର ଲୋକେ ଏକଥାକୁ କେବେ ସ୍ଵୀକାର କରିବେନି । କାରଣ ତାଙ୍କ ପାଖରେ ଅଛି ପ୍ରିଟେଣ୍ଡ । ଏହି ପ୍ରିଟେଣ୍ଡ ସେମାନଙ୍କ ପାଇଁ ବେଦର ଗାର । ସକ୍ରେଟିସଙ୍କୁ ତ ଆପଣ ସମସ୍ତେ ଚିହ୍ନି ଥିବେ । ଇଏ ସେଇ ମହାପୁରୁଷ ଯାହାଙ୍କୁ ଦର୍ଶନଶାସ୍ତ୍ରର ଜନକ କୁହାଯାଏ । ହେଲେ ୟାଙ୍କର ସବୁ ଦର୍ଶନରେ ଆମ ବେଦ ଦର୍ଶନର ପ୍ରତିଫଳନ ଦେଖିବାକୁ ମିଳେ । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୁଏ ଯେ ଅସଲ ଚୋର କିଏ?

ADVERTISEMENT

ଖଣ୍ଡା, ଧନୁ, ତୀର, ଢାଲ, କୁଙ୍ଗ୍-ଫୁ,  ଆୟୁର୍ବେଦ, ପ୍ଲାଷ୍ଟିକ ସର୍ଜରୀ, USB, ଶାମ୍ପୁ, Wireless Communication, Email, ସାର୍ଟ ବୋତାମ, କାମସୂତ୍ର, ତନ୍ତ୍ର, ତୁଳା, ସ୍କେଲ, ଅସୀମ ଗଣିତ, ପସା ପାଲି ଖେଳ, କାଳି, ବାଇନାରୀ କୋଡ, ଷ୍ଟିଲ ଏବଂ ମେଟାଲ, ଫାଇବର ଅପଟିକ୍ସ, ବ୍ଲେଡ, କଟୁରୀ, କଇଁଚି,  ଲଙ୍ଗଳ, ଝାଡୁ, ଗୋବର ଗ୍ୟାସ, ଖତ ସାର, ଇତ୍ୟାଦି ଆମ ଭାରତରେ ପ୍ରଥମେ ଏବଂ ଭାରତୀୟଙ୍କ ଦ୍ଵାରା ଆବିଷ୍କାର କରାଯାଇଛି । ହେଲେ ପ୍ରିଟେଣ୍ଡ ଚୋର ମାନଙ୍କ ପାଖରେ ରହିଛି । ଏଇ ହେଉଛି ଭାରତୀୟ ସଂସ୍କୃତି ଯାହା ଆମକୁ ତ୍ୟାଗ ଶିଖାଏ ।

The ancient Greek state was the standard of nature, and God commanded nature to be created. But instead of embracing this superstition, he devoted his life to finding the framework for the operation of nature. And he also dispelled that superstition.

ADVERTISEMENT

Leave a Comment

ADVERTISEMENT