To Agare Kichi Dhupa Lyrics
To agare kichi dhupa lyrics, to agare kichi dhupa mp3 download, to agare kichi dhupa karaoke download, to agare kichi dhupa odia bhajan, to agare kichi dhupa dipti rekha lyrics. to agare kichi dhupa lyrics in odia, to agare kichi dhupa song lyrics in odia.
ତୋଆଗରେ କିଛି ଧୂପ,
ମୋ ଆଗରେ କିଛି ଧୂପ
ତୋ ଦେହରେ କିଛି ଫୁଲ,
ମୋ ଦେହରେ କିଛି ଫୁଲ
{ତୋ ପାଇଁ ଦୀପ ଟିଏ,
ମୋ ପାଇଁ ଦୀପ ଟିଏ
ତୋ ବେକରେ ମାଳ ଟିଏ,
ମୋ ବେକରେ ମାଳ ଟିଏ}
ତୁ ବଡ଼ ଦାଣ୍ଡେ ଯିବୁ,
ମୁଁ ବଡ଼ ଦାଣ୍ଡେ ଯିବି
ତତେ ଟାଣି ଟାଣି ନେବେ,
ମୋତେ ବୋହି ବୋହି ନେବେ
ନନ୍ଦିଘୋଷରେ ତୁ ଯିବୁ,
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ,
ମୁଁ ଯେ ସ୍ଵର୍ଗଦ୍ଵାର ଯିବି
ନନ୍ଦିଘୋଷରେ ତୁ ଯିବୁ,
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ,
ମୁଁ ଯେ ସ୍ଵର୍ଗଦ୍ଵାର ଯିବି
କାଳିଆ…ରେ କାଳିଆ…କାଳିଆ… ॥୧॥
ତୋ ଆଗେ ହରିବୋଲ,
ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା,
ମୋ ଦେହେ ଧଳା ଲୁଗା
ତୋ ଆଗେ ହରିବୋଲ,
ମୋ ଆଗେ ରାମ ନାମ
ତୋ ଦେହେ ପାଟ ଲୁଗା,
ମୋ ଦେହେ ଧଳା ଲୁଗା
ତୋ ମଥାରେ ସିନ୍ଦୁର,
ମୋ ମଥାରେ ଅଭିର
ତୁ ବସି ବସି ଯିବୁ,
ମୁଁ ଶୋଇ ଶୋଇ ଯିବି
ତୁ ହାତେ ହାତେ ଯିବୁ,
ମୁଁ କାନ୍ଧେ କାନ୍ଧେ ଯିବି
ତୁ ଆଖି ମେଲି ଥିବୁ,
ମୁଁ ଆଖି ବୁଜିଥିବି
ତୁ ସଭିଙ୍କୁ ଦେଖୁଥିବୁ,
ମୁଁ ଦେଖି ନପାରିବି
ନନ୍ଦିଘୋଷରେ ତୁ ଯିବୁ,
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ,
ମୁଁ ଯେ ସ୍ଵର୍ଗଦ୍ଵାର ଯିବି
ନନ୍ଦିଘୋଷରେ ତୁ ଯିବୁ,
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ,
ମୁଁ ଯେ ସ୍ଵର୍ଗଦ୍ଵାର ଯିବି
କାଳିଆ…ରେ କାଳିଆ…କାଳିଆ… ॥୨॥
ତୋ ଚାରି ପାଖେ ଲୋକ,
ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ,
ଲୋଡ଼ା ମୋ ପାଇଁ କାଠ
ତୋ ଚାରି ପାଖେ ଲୋକ,
ମୋ ଚାରି ପାଖେ ଲୋକ
ଲୋଡ଼ା ତୋ ପାଇଁ କାଠ,
ଲୋଡ଼ା ମୋ ପାଇଁ କାଠ
ଝରିବ ଲୁହ ତୋ ପାଇଁ,
ଝରିବ ଲୁହ ମୋ ପାଇଁ
ତତେ ନଡ଼ିଆ ଫିଙ୍ଗିବେ,
ମୋତେ ଖଇ ଫିଙ୍ଗୁଥିବେ
ତତେ ଟେକି ଟେକି ନେବେ,
ମୋତେ ଟେକି ଟେକି ନେବେ
ତୁ ରଥରେ ଚଢିବୁ,
ମୁଁ ଜୁଇରେ ଚଢିବି
ତୁ ବାହୁଡ଼ି ଆସିବୁ,
ମୁଁ ମାଟିରେ ମିଶିବି
ନନ୍ଦିଘୋଷରେ ତୁ ଯିବୁ,
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ,
ମୁଁ ଯେ ସ୍ଵର୍ଗଦ୍ଵାର ଯିବି
ନନ୍ଦିଘୋଷରେ ତୁ ଯିବୁ,
ମୁଁ ଯେ କୋକେଇରେ ଯିବି
ଶ୍ରୀଗୁଣ୍ଡିଚାକୁ ତୁ ଯିବୁ,
ମୁଁ ଯେ ସ୍ଵର୍ଗଦ୍ଵାର ଯିବି
କାଳିଆ…ରେ କାଳିଆ…ରେ କାଳିଆ…ରେ
କାଳିଆ…ରେ କାଳିଆ…ରେ ॥୩॥
- Bhajan : To Aagare Kichhi Dhupa
- Language : Odia
- Album : Mayura Chandrika
- Singer : Sonu Nigam
- Lyricist : Shreekant Gautam
- Music Director : Saroj Nanda
- Label : T- Series
- Year : 1994
To agare kichhi dhupa,
Mo agare kichhi dhupa
To dehare kichhi phula,
Mo dehare kichhi phulaTo pain dipa tie,
Mo pain dipa tie
To bekare mala tie,
Mo bekare mala tieTu bada dande jibu,
Mun bada dande jibi
Tate tani tani nebe,
Mote bohi bohi nebeNandighosa re tu jibu,
Mun je kokeire jibi
Srigundicha ku tu jibu,
Mun je swarga dwara jibiNandighosa re tu jibu,
Mun je kokeire jibi
Srigundicha ku tu jibu,
Mun je swarga dwara jibiKalia…re kalia…kalia… ॥1॥
To age haribola,
Mo age rama nama
To dehe pata luga,
Mo dehe dhala lugaTo age haribola,
Mo age rama nama
To dehe pata luga,
Mo dehe dhala lugaTo mathare sindura,
Mo mathare abhira
Tu basi basi jibu,
Mun soi soi jibi
Tu hate hate jibu,
Mun kandhe kandhe jibiTu akhi meli thibu,
Mun akhi bujithibi
Tu sabhinku dekhuthibu,
Mun dekhi naparibiNandighosa re tu jibu,
Mun je kokeire jibi
Srigundicha ku tu jibu,
Mun je swarga dwara jibiNandighosa re tu jibu,
Mun je kokeire jibi
Srigundicha ku tu jibu,
Mun je swarga dwara jibi
Kalia…re kalia…kalia… ॥2॥To chari pakhe loka,
Mo chari pakhe loka
Loda to pain katha,
Loda mo pain kathaTo chari pakhe loka,
Mo chari pakhe loka
Loda to pain katha,
Loda mo pain kathaJhariba luha to pain,
Jhariba luha mo pain
Tate nadia phingibe,
Mote khai phinguthibe
Tate teki teki nebe,
Mote teki teki nebeTu rathare chadhibu,
Mun juire chadhibi
Tu bahudi asibu,
Mun matire mishibiNandighosa re tu jibu,
Mun je kokeire jibi
Srigundicha ku tu jibu,
Mun je swarga dwara jibiNandighosa re tu jibu,
Mun je kokeire jibi
Srigundicha ku tu jibu,
Mun je swarga dwara jibi
Kalia…re kalia…re kalia…re
Kaliare…re kalia…re ॥3॥